30.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଇସ୍ରାଏଲ ଆଗରେ ହମାସ ରଖିଲା ବଡ ଦାବି

ଇସ୍ରାଏଲ ଆଗରେ ହମାସ ରଖିଲା ବଡ ଦାବି

ନୂଆଦିଲ୍ଲୀ : ଇସ୍ରାଏଲ  ଓ ହମାସ  ଯୁଦ୍ଧ  ଶେଷ କରିବା ପାଇଁ ସ୍ୱୀକାର କରିଛନ୍ତି ।  କତାର ରାଜଧାନୀରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। କିନ୍ତୁ ହମାସ ସହ ହୋଇଥିବା ଚୁକ୍ତି ପାଇଁ ଇସ୍ରାଏଲକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଶାନ୍ତି ଚୁକ୍ତି ଅଧୀନରେ ସ୍ଥିର ହୋଇଥିବା ଫର୍ମୁଲାରୁ ସ୍ପଷ୍ଟ ହେଉଛି ଯେ ଇସ୍ରାଏଲ ନିଜ ନାଗରିକଙ୍କୁ ବଞ୍ଚାଇବା ପାଇଁ ସବୁକିଛି ବାଜି ଲଗାଇଛି। ଜଣେ ୨ ବର୍ଷର ଇସ୍ରାଏଲ ବାଳକ ବଦଳରେ ୩୦ ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ହାମାସ ଦାବି କରିଛି। ସେହିପରି ଜଣେ ମା’ ଓ ତାଙ୍କ ପିଲାଙ୍କ ବଦଳରେ ୧୦୦ ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ କୁହାଯାଇଛି। ଏହିପରି ୩୫ ଜଣ ବନ୍ଧକଙ୍କ ବଦଳରେ ମୋଟ ୧୦୦୦ ଆତଙ୍କବାଦୀଙ୍କୁ ଛାଡ଼ିବାକୁ ହମାସ ଦାବି କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking