20.1 C
Bhubaneswar
Saturday, December 21, 2024
Homeଓଡିଶାନେତା ହେବାକୁ ଅଧିକାର ଥିଲା : ତାର

ନେତା ହେବାକୁ ଅଧିକାର ଥିଲା : ତାର

ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ମୋର ଅଧିକାର ଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଦିଲ୍ଲୀରୁ ଫେରିବା ପରେ ତାରା ଏଭଳି କହିଛନ୍ତି । ସେ କହିଛନ୍ତି ଯେ ପିସିସି ସଭାପତି ହେବାକୁ ମୋର କେବେ ଇଚ୍ଛା ନଥିଲା । ହାଇକମାଣ୍ଡ ଯାହାକୁ ସଭାପତି କରିବେ ମୁଁ ରାଜି । କଂଗ୍ରେସ ବିଧାୟକ ଦଳ ନେତା ହେବା ମୋର ଅଧିକାର ଥିଲା, ହେଲେ ହେଲିନି । ପିସିସି ସଭାପତି ଦୌଡ଼ରେ ମୁଁ ନାହିଁ । କାହାକୁ ଅନୁରୋଧ କରି ପିସିସି ସଭାପତି ହେବାର ନାହିଁ । ବୋଲି ତାରା କହିଛନ୍ତି ।
ଅନ୍ୟପକ୍ଷରେ ରାମ କାଡ଼ାମ କହିଛନ୍ତି ଯେ ପିିସିସି ସଭାପତି ପଦ ପାଇଁ ଚର୍ଚ୍ଚାରେ କିଛି ନେତା ଅଛନ୍ତି । ଏନେଇ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଖୁବଶୀଘ୍ର ନାମ ଘୋଷଣା ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking