24.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ ମୃତ

ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ ମୃତ

ୱାଶିଂଟନ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ। ଏହି ଘଟଣାରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ନଅ ଜଣ ଆହତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟରେ ଆଇଭି ଲିଗ୍ କ୍ୟାମ୍ପସରେ ପରୀକ୍ଷା ସମୟରେ କଳା ପୋଷାକ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗୁଳି ଚଳାଇଥିଲେ। ପୋଲିସ ଏବେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀମାନେ ଏବେ ଗୁଳିଚାଳକ ପ୍ରଥମ ମହଲା ଶ୍ରେଣୀଗୃହରେ କିପରି ପ୍ରବେଶ କରିଥିଲା ତାହା ତଦନ୍ତ କରୁଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking