27.1 C
Bhubaneswar
Saturday, October 19, 2024
Homeଓଡିଶାବାନିକ୍ କୋଚିଂ ସେଣ୍ଟରରେ ଜିଏସ୍‌ଟି ରେଡ୍‌

ବାନିକ୍ କୋଚିଂ ସେଣ୍ଟରରେ ଜିଏସ୍‌ଟି ରେଡ୍‌

ଭୁବନେଶ୍ୱର: ବାନିକ୍ କୋଚିଂ ସେଣ୍ଟରରେ ହୋଇଛି ଜିଏସ୍‌ଟି ରେଡ୍ । ଭୁବନେଶ୍ୱରର ୩ଟି ସ୍ଥାନ ଓ କଲିକତାରେ କିଛି ସ୍ଥାନରେ କେନ୍ଦ୍ରୀୟ ସଂସ୍ଥା ଡିରୋୋରେଟ୍ ଜେନେରାଲ ଅଫ୍ ଜିଏସ୍‌ଟି ଇେ ଲିଜେନ୍ସ ପକ୍ଷରୁ ମଙ୍ଗଳବାର ଏହି ଚଢ଼ାଉ ହେଉଥିବା ସୂଚନା ମିଳିଛି । ଏଥିସହ କୋଚିଂ ସେ ରର କିଛି ବଡ଼ ଅଧିକାରୀଙ୍କ ଘରେ ମଧ୍ୟ ସଂସ୍ଥା ପକ୍ଷରୁ ଯା କରାଯାଉଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଏହି ଚଢ଼ାଉ ହେଉଛି ସେନେଇ ଏଜେନ୍ସି ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ହେଉଥିବା କୁହାଯାଉଛି । ତେବେ ଜିଏସ୍‌ଟି ଅଧିକାରୀମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛନ୍ତି । ତେବେ ଏଜେନ୍ସି ପକ୍ଷରୁ ଦିନେ କିମ୍ବା ୨ଦିନ ମଧ୍ୟ ଏସମ୍ପର୍କରେ ପ୍ରେସ ବିଜ୍ଞପ୍ତି ଜରିଆରେ ତଥ୍ୟ ରଖାଯିବା ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking