18.1 C
Bhubaneswar
Sunday, February 8, 2026
Homeଓଡିଶାବିଧାୟକଙ୍କ ପ୍ରତି ଘୋର ଅନ୍ୟାୟ: ସୁର

ବିଧାୟକଙ୍କ ପ୍ରତି ଘୋର ଅନ୍ୟାୟ: ସୁର

ଭୁବନେଶ୍ୱର : ବିଧାନସଭାରେ ତାରାଙ୍କୁ ଠେଲାପେଲା ଘଟଣାରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି , ଏହା ବିଧାୟକଙ୍କ ପ୍ରତି ଘୋର ଅନ୍ୟାୟ , ନିନ୍ଦା କରୁଛୁ । ଜୟନାରାୟଣ ମାଡ ମାରିଲେ , ତାରା ସସପେଣ୍ଡ ହେଲେ । ଏହା କି ପ୍ରକାର ନ୍ୟାୟ । ଅଗଣତାନ୍ତ୍ରିକ କାମ ଚଳିବନି । ସରକାରୀ ପାୱାରରେ ଏଭଳି କାଣ୍ଡ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking