28.1 C
Bhubaneswar
Thursday, September 19, 2024
Homeଓଡିଶାପିଣ୍ଟୁ ନନ୍ଦଙ୍କ ପାଇଁ ଆଖିବୁଜିଲେ ସରକାର

ପିଣ୍ଟୁ ନନ୍ଦଙ୍କ ପାଇଁ ଆଖିବୁଜିଲେ ସରକାର

ଭୁବନେଶ୍ୱର:ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ଶ୍ରୀତମ ଦାସଙ୍କ ଟାର୍ଗେଟ । ସମାଲୋଚନା କଲେ ସିନେ କଳାକାର ସଂଘ ସଂପାଦକ ଶ୍ରୀତମ ଦାସ । ସରକାର ମୁଣ୍ଡ ପୁରାଇଥିଲେ ପିଣ୍ଟୁର ଅକାଳ ମୃତ୍ୟୁ ହୋଇନଥାନ୍ତା କହିଲେ ଶ୍ରୀତମ ଦାସ ।ରାଜ୍ୟ ସରକାର ବାହାର କଳାକାରଙ୍କୁ ଆଣି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆମ ସିନେ କଳାକରାମାନଙ୍କ ପାଇଁ କେବେ ହେଲେ ଚିନ୍ତା କରିନାହାନ୍ତି । ଯଦି କଲ୍ୟାଣ ପାଣ୍ଠି କରିଥାନ୍ତେ,ତା ସୁଧରେ କଳାକରାଙ୍କ ଚିକିତ୍ସା ହୋଇଥାନ୍ତା । ମୁଖ୍ୟମନ୍ତ୍ରୀ କେବେ ବି ଆମ କଳାକାର ସଂଘ ସହ କଥା ହୋଇଥାଆନ୍ତା । ସରକାର ଯଦି ମୁଣ୍ଡ ପୁରାଇଥାନ୍ତେ,ତେବେ ପିଣ୍ଟୁର ଅକାଳ ମୃତ୍ୟୁ ହୋଇନଥାନ୍ତା । ବଞ୍ଚିଥିବା କଳାକାରଟିକୁ ଚିହ୍ନିନଥିବା ମୁଖ୍ୟମନ୍ତ୍ରୀ ମଲାପରେ କେମିତି ଚିହ୍ନିବେ ବୋଲି ପ୍ରଶ୍ନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking