26.1 C
Bhubaneswar
Thursday, September 19, 2024
Homeଓଡିଶାସରକାରୀ ଦଳ ସବୁ କୁକର୍ମରେ ଜଡିତ: ନରସିଂହ 

ସରକାରୀ ଦଳ ସବୁ କୁକର୍ମରେ ଜଡିତ: ନରସିଂହ 

ଭୁବନେଶ୍ୱର:ଶୂନ୍ୟକାଳରେ ଫେକ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର। ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି। ୧୯ ଜଣ ଗିରଫ ହେଲେଣି। ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡିଛି। ଏଥିରେ ଆଉ କେତେ ଜଣ ଗିରଫ ହେବେ ତାହା ଅକାଳନ ବାହାରେ। ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ କରିବା ପାଇଁ ପୋଲିସର କ୍ଷମତା ଅଛି କି ନାହିଁ ବୋଲି ପ୍ରଶ୍ନ କଲେ ନରସିଂହ। ଏହି ଘଟଣାରେ ପୋଲିସ ଓ ଗୁଇନ୍ଦା ବିଫଳ ହୋଇଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲଣି। ଏହା ଏକ ସ୍ପର୍ଶକାତର ଘଟଣା, ତେଣୁ ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ଏବଂ ଏ ବିଷୟରେ ଆଲୋଚନା କରଯାଇ ନିର‌୍ୟାସ ବାହାର କରନ୍ତୁ, ନହେଲେ ସ୍ଥିତି ଆଗକୁ ଅଧିକ ସଂଗୀନ ହେବ। ଜାଲ ସାର୍ଟିଫିକେଟ ର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ଡାହାଣ ହାତ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking