26.1 C
Bhubaneswar
Wednesday, April 2, 2025
Homeଦେଶ ବିଦେଶଏପ୍ରିଲ ୧୪ରେ ସରକାରୀ ଛୁଟି

ଏପ୍ରିଲ ୧୪ରେ ସରକାରୀ ଛୁଟି

ନୂଆଦିଲ୍ଲୀ: ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କରାଯାଇଛି । ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣା କରାଯାଇଛି । ଏନେଇ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ କାଯ୍ୟାଳୟ ଓ ଶିଳ୍ପାନୁଷ୍ଠାନ ବନ୍ଦ ରହିବ । ୧୪ ଏପ୍ରିଲକୁ ବି.ଆର. ଆମ୍ବେଦକରଙ୍କ ଜନ୍ମବାର୍ଷିକୀ କୁହାଯାଏ। ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଯେ ବି.ଆର. ଆମ୍ବେଦକରଙ୍କ ଜୟନ୍ତୀରେ ଜାତୀୟ ଛୁଟି ପାଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଭାବନାକୁ ସମ୍ମାନ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking