29.1 C
Bhubaneswar
Friday, October 18, 2024
Homeଖେଳପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ

ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ  ଜିତିଲେ ପ୍ରମୋଦ ଭଗତ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ସୂର୍ଣ୍ଣ ଜିତିଲେ ପ୍ରମୋଦ । ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ରେ ଜିତିଲେ । ୨୦୧୮ ପାରା ଏସୀୟ କ୍ରୀଡାରେ ବ ିସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ ।

ସାମ୍ବାଦିକା ସୌମ୍ୟା ମର୍ଡର କେସ୍‌; ନଭେମ୍ବର ୭କୁ ଘୁଞ୍ଚିଲା ଦୋଷୀଙ୍କ ଦଣ୍ଡାଦେଶ ନିଷ୍ପତ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking