ପୁରୀ: ଆସନ୍ତା୨୦ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା । ରଥଖଳାରେ ବିଶ୍ୱକର୍ମା ମାହାରଣା ସେବାୟତମାନେ ତିନି ରଥ ନିର୍ମାଣ କାର୍ଯ୍ୟରେ ନିମଗ୍ନ । ଆଉ ମାତ୍ର ୯ ଦିନ ପରେରଥଯାତ୍ରାରହିଥିଲା ବେଳେ କିପରି ଶୁଙ୍ଖଳାର ସହ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ସେ ନେଇ ତିନି ରଥର ମୁଖ୍ୟ ମାହାରଣାବ୍ୟସ୍ତ ।ଅନ୍ୟପକ୍ଷରେ ଗତକାଲି ରଥଖଳାରେ ଛ’କାଠ ଉଠିଥିଲା ବେଳେସେବାୟତମାନେ ରଥଖଳାରେ ନାହାକ ଓ ଭୁଇଁକାର୍ଯ୍ୟଶେଷ ହୋଇଛି ।
ଆଜିମାହାରଣାସେବାୟତମାନେରଥଖଳାରେ ତିନିରଥ ପାଇଁ ପାରାଭାଡି ଓ ଖପୁରୀ ଲଗାଇଛନ୍ତି । ରଥଯାତ୍ରା ଆଉ କିଛି ଦିନ ବାକି ରହିଥିଲାବେଳେ ଚଳିତବର୍ଷ ରଥନିର୍ମାଣ କାର୍ଯ୍ୟଶିଘ୍ରହୋଇଛି । ଯେପରି ଭାବରେ ଧାର୍ଯ୍ୟ ସମୟଭିତରେଶ୍ରୀମନ୍ଦିରରପରମ୍ପରାଅନୁ