29.1 C
Bhubaneswar
Monday, November 18, 2024
Homeଓଡିଶାଭିଜିଲାନ୍ସ ଜାଲରେ ଘଟଗାଁ ବିଇଓ

ଭିଜିଲାନ୍ସ ଜାଲରେ ଘଟଗାଁ ବିଇଓ

କେନ୍ଦୁଝର : ଭଇଜିଲାନ୍ସ ଜାଲରେ ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଅଭୟ ବେହେରା । ବକେୟା ବିଲ୍ ପାସ ପାଇଁ ଶିକ୍ଷକଙ୍କ ଠାରୁ ୧୫ ହଜାର ନେଲା ବେଳେ ଫସିଲେ । ସୂଚନା ଅନୁସାରେ ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଅଭୟ ବେହେରା ୧୦ ଜଣ ଶିକ୍ଷକଙ୍କର ଏରିଅର ବିଲ କରିବାକୁ ୬୦ ହଜାର ଲାଞ୍ଚ ମାଗିଥିଲେ। କିନ୍ତୁ ଶିକ୍ଷକ ମାନେ ୪୫ ହଜାର ଟଙ୍କା ଦେବାକୁ କଥା ହୋଇଥିଲା। କଥା ମୁତାବକ ମଙ୍ଗଳବାର ୧୦ଟା ବେଳେ କାଶୀ ସାହି ପ୍ରାଥମିକ ବିଦ୍ୟାଳୟରର ଶିକ୍ଷକ କମଳା କାନ୍ତ ପଣ୍ଡାଙ୍କ ଠାରୁ ୧୫ ହଜାର ଅଗ୍ରୀମ ଟଙ୍କା ଲାଞ୍ଚ ନେବାବେଳେ ବି ଇ ଓ ଶ୍ରୀ ବେହେରା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking