ଭୁବନେଶ୍ୱର : ଏଣିକି ପୋଷା ଜନ୍ତୁ ରଖିଲେ ବିଏମସିରୁ ନେବାକୁ ପଡିବ ଅନୁମତି । ଅନୁମତି ସହ ବିଏମସିରେ କରିବାକୁ ପଡିବ ପଞ୍ଜୀକରଣ । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା ।ଟିକା ଓ ଡାକ୍ତରଙ୍କ ପରାମର୍ଶ ସହ ପୋଷା ଜନ୍ତୁ ରଖିବାକୁ ମିଳିବ ଅନୁମତି । ଆସନ୍ତା ସପ୍ତାହ ସୁଦ୍ଧା ଏ ନେଇ ଗାଇଡଲାଇନ୍ ଆସିବ । ପୋଷା ଜନ୍ତୁ ଅମ୍ୟର କ୍ଷତି ଯେଭଳି ନ ପହଁଚାଏ ଅଣ୍ଡରଟେକିଂ ଦେବାକୁ ପଡିବ ।