ବଡ଼ସାହି : ଏକ ପୌରାଣିକ କ।ଳ୍ପନିକ ଓ କିମ୍ବଦନ୍ତୀ ମୂଳକ ପୁସ୍ତିକା” ଗୁଣ୍ଡୁଚି” ସ୍ଥାନୀୟ ଧର୍ମଶ।ଳା ପରିସରରେ ଉ6ନ୍ମ। ଚିତ ହୋଇଯାଇଅଛି। ଏହାର ଗାଲ୍ପିକଯତୀନ୍ଦ୍ରନାଥ ସ।ହୁ ଅତିଥି ପରିଚୟ ଦେଇଥିଲେ। ଏଥିନିମନ୍ତେ ଅନୁଷ୍ଠିତ ସଭାରେ ଆୟୋଜକ ମୟୂର ସାହିତ୍ୟ ସଂସଦର ସଭାପତି ଜଗନ୍ନ।ଥ ସେବକ ଜୟନ୍ତ କୁମାର ପଟ୍ଟନାୟକ. ଅଧ୍ୟକ୍ଷତା କରିଥିଲୋ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ,କବି ନୀରଦ କୁମ।ର ଜେନା। ମୁଖ୍ୟଅତିଥି ରୂପେ ବେତନଟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ରମାକାନ୍ତ୍ର ସିଂହ, ମୁଖ୍ୟ ବକ୍ତ।
ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଜିତ କୁମାର ପାତ୍ର,ସମ୍ମାନିତ ଅତିଥି ବାଣୀପୀଠ ଅଧ୍ୟକ୍ଷ ଡଃ କୁମାର ବାବୁଲି,ଅଧ୍ୟାପକ ପ୍ରେମ।ନନ୍ଦ ଶ୍ରୀ ଆର୍ଯ୍ୟ ବ୍ରତ, ଓ ସମ୍ମାନିତ ବକ୍ତା କବି ଭାସ୍କର ଚନ୍ଦ୍ର ଦ୍ଵିବେଦୀ ଆଦି ପୁସ୍ତିକା ସମ୍ବନ୍ଧରେ ନିଜସ୍ଵ ମତାମତ ପ୍ରଦାନ କରିଥିଲେ ଏବଂ ଅନ୍ୟତମବକ୍ତା କବି ବାସୁଦେବ ନାପିତ , କିଶୋରୀମୋହନ ସିଂ ଆଦି ଓଡ଼ିଆ ସାହିତ୍ୟ ଜଗତରେ ଏଥିରେ ସନ୍ନିବେଶିତ କାହାଣୀ ଓ ଚରିତ୍ର ଜରିଆରେ ପ୍ରଭାବ ବିସ୍ତାର କରିବ ବୋଲି ଆଶା। ପୋଷଣ କରିଥିଲେ।। ଯଦ୍ୟପି ଏହା ଏକ କ୍ଷୁଦ୍ରଗଳ୍ପପତ୍ରିକା କିନ୍ତୁ ଲେଖକଙ୍କର ଏକ ସାର୍ଥକ ରଚନା ବୋଲି ମତପ୍ରକାଶ ପାଇଥିଲା. ଶେଷରେ ସହଦେବ ଗିରି ଧନ୍ୟବାଦ ଜ୍ଞାପନ କରିଥିଲେ।