36.1 C
Bhubaneswar
Monday, May 12, 2025
Homeଓଡିଶାମହତାବଙ୍କ ଜନ୍ମ ଜୟନ୍ତୀରେ ଗଡକରୀ

ମହତାବଙ୍କ ଜନ୍ମ ଜୟନ୍ତୀରେ ଗଡକରୀ

କଟକ: ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସାମିଲ ହୋଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଯ୍ୟକ୍ରମରେ ସାମିଲ ଅଛନ୍ତି । ଓଡିଶାର ବିମାନ ବନ୍ଦରରୁ କିଛି ଘଣ୍ଟା ପୂର୍ୱରୁ ତାଙ୍କୁ  ଭବ୍ୟ ସ୍ୱାଗତ କରାଯାଇଥିଲା । ନୀତିନ ଗଡକାରୀ ୧୯ଟି  ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୪ ହଜାର କୋଟିରୁ  ଅଧିକ  ଟଙ୍କାର ଭେଟିଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking