28.1 C
Bhubaneswar
Sunday, September 22, 2024
Homeଓଡିଶାଓଡିଶାରେ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଓଡିଶାରେ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ବିଶାଖାପାଟନମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଟ୍ରେନ ଖୋର୍ଦ୍ଧାରୋଡ , ବ୍ରହ୍ନପୁର, ପଲାସା , ଶ୍ରୀକାକୁଲମ ରୋଡ ଏବଂ ବିଜୟନଗରମ ଠାରେ ରହିବ । ଯାହା ଶନିବାର ବ୍ୟତୀତ ସପ୍ତାହରେ ୬ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ତେବେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପରେ ଓଡିଶା ବାସୀଙ୍କୁ ଗମନାଗମନରେ ସୁବିଧା ହୋଇପାରୁଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ପାଇଁ ସମସ୍ତେ ଲାଭ ପ୍ରଦ ହୋଇପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking