27.1 C
Bhubaneswar
Sunday, September 29, 2024
Homeଓଡିଶା୩ୟ ପାଳିରେ ଆହୁରି ବିକାଶ କାମ ହେବ : ନୀତିନ ଗଡକରୀ

୩ୟ ପାଳିରେ ଆହୁରି ବିକାଶ କାମ ହେବ : ନୀତିନ ଗଡକରୀ

ଭୁବନେଶ୍ୱର : ଓଡିଶାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ନୀତିନ ଗଡକରୀ । ୬ ହଜାର ୬୦୦ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ । ଏନଏଚ୍ ୧୬ ଚଣ୍ଡିଖୋଲ-ଭଦ୍ରକ ୬ ଲେନ୍ ରାସ୍ତାର ଲୋକାର୍ପଣ । ଭର୍ଚୁଆଲ ଯୋଗେ ଉତ୍ସବରେ ଅଭିଭାଷଣ ଦେଲେ ଗଡକରୀ । ୨୦୨୪ ଶେଷ ସୁଦ୍ଧା ଓଡିଶାର ଜାତୀୟ ରାଜପଥ ।ମେରିକା ସହ ସମାନ ହେବ । ଏବେ ଯାହା ହେଉଛି ତାହା ମାତ୍ର ଟ୍ରେଲର, ଫିଲ୍ମ ବାକି ଅଛି । ମୋଦିଙ୍କ ନେତୃତ୍ୱରେ ତୃତୀୟ ଥର ନିର୍ବାଚନ ଜିତିବା ସୁନିଶ୍ଚିତ ।ତୃତୀୟ ପାଳିରେ ଓଡିଶାରେ ଆହୁରି ବିକାଶ କାମ ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking