24.6 C
Bhubaneswar
Sunday, April 12, 2026
Homeଓଡିଶାପିଏମ କିଷାନ ନାଁରେ ଠକେଇ

ପିଏମ କିଷାନ ନାଁରେ ଠକେଇ

ବଲାଙ୍ଗୀର  : ପିଏମ କିଷାନ ନାଁରେ ଠକେଇ । ଲିଙ୍କ ପଠାଇଲେ ଆକାଉଣ୍ଟରୁ  ଗାଏବ ହୋଇଯାଉଛି ଟଙ୍କା । ଏଭଳି ଉପାୟରେ ଠକୁଛନ୍ତି ସାଇବର ଠକ । ଚାଷୀଙ୍କୁ ବି ଛାଡୁନାହାଁନ୍ତି ସାଇବର ଲୁଟେରା । ଏଭଳି ଅଭିଯୋଗ ବଲାଙ୍ଗୀରରୁ ଆସିଛି । ପିଏମ କିଷାନ ପଞ୍ଜିକରଣ ପାଇଁ ଆସିଥିବା ଲିଙ୍କ ଉପରେ କ୍ଲିକ କରିବା ପରେ ଆକାଉଣ୍ଟରୁ ଚାଲିଗଲା ଲକ୍ଷାଧିକ ଟଙ୍କା । ବଲାଙ୍ଗୀର ୨୦ ନମ୍ବର ଫ୍ୱାର୍ଡର ଅନେକ ଲୋକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା   ଲୁଟ ଅଭିଯୋଗ ହୋଇଛି । ପରିଚିତ ଲୋକଙ୍କ ମେସେଜ ଦେଖି  ବିଶ୍ୱାସରେ ଲିଙ୍କରେ ଠକେଇର ଶିକାର ହୋଇଛନ୍ତି ଅନେକ ଲୋକ । ବଲାଙ୍ଗୀର ଟାଉନ ଥାନା ପରେ ଏତଲା ନେଇ ମାମଲା ରୁଜୁ କରିଛି ପୋଲିସ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking