33.1 C
Bhubaneswar
Friday, April 3, 2026
Homeଅପରାଧଉଷା ପାଢ଼ୀଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ : ଠକଙ୍କଠୁ ଦୂରେଇ...

ଉଷା ପାଢ଼ୀଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ : ଠକଙ୍କଠୁ ଦୂରେଇ ରହିବା ସହ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି ଉଷା ପାଢୀ

ଭୁବନେଶ୍ୱର : ଆଇଏଏସ୍ ଅଧିକାରୀଙ୍କ ନାଁ ନେଇ ଠକେଇ ଉଦ୍ୟମ । ଆଇଏଏସ୍ ଅଧିକାରୀ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ନାଁରେ ଫେକ୍ ଆଇଡି ଖୋଲି ଟଙ୍କା ମାଗୁଛନ୍ତି ସାଇବର ଠକ। ଏନେଇ ନିଜେ ଉଷା ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ତେବେ କିଛି ଠକ ହ୍ବାଟସପରେ ଉଷାଙ୍କ ଫଟୋ ଥିବା ଡିପି ରଖି ତାଙ୍କର ସମ୍ପର୍କୀୟ ଏବଂ ଚିହ୍ନା ପରିଚିତ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଏକାଧିକ ନମ୍ବରକୁ ମେମେଜ କରି ଠକ ଟଙ୍କା ମାଗୁଥିବା ନେଇ ସେ ସୂଚନା ଦେଇଛନ୍ତି। ଠକ ଜଣଙ୍କୁ ୫୦ ହଜାର ଟଙ୍କା ମାଗୁଥିବାର ସ୍କ୍ରିନସଟ୍ ସେୟାର କରିଛନ୍ତି ଉଷା ପାଢୀ। ଏଭଳି ଠକଙ୍କଠୁ ଦୂରେଇ ରହିବା ସହ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି ଉଷା ପାଢୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking