18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆତ୍ମସମର୍ପଣ ପାଇଁ ପୂର୍ବତନ ମାଓନେତାଙ୍କ ଅପିଲ

ଆତ୍ମସମର୍ପଣ ପାଇଁ ପୂର୍ବତନ ମାଓନେତାଙ୍କ ଅପିଲ

ନୂଆଦିଲ୍ଲୀ: ଆତ୍ମସମର୍ପଣ  ପାଇଁ  ପୂର୍ବତନ  ମାଓନେତାଙ୍କ ଅପିଲ। ଭିଡିଓ ଜାରି କରି ଅପିଲ  କଲା ପୂର୍ବତନ ମାଓ  କମାଣ୍ଡର ଭୂପତି । ଗତକାଲି ହିଡମାର ମୃତ୍ୟ ପରେ ଭିଡିଓ ଜାରି କରିଛି ଭୁପତି। ପରିବର୍ତ୍ତିତ ପରିସ୍ଥିତିରେ ଅସ୍ତ୍ର ଧରି ସଂଗ୍ରାମ କରିବା ସମ୍ଭବ ନୁହେଁ। ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ। ଲୋକଙ୍କ ସମସ୍ୟାର ସମାଧାନ ସମ୍ବିଧାନ ଜରିଆରେ ହୋଇପାରିବ। ଏବେ ସମୟ ବଦଳିଛି,ପରିସ୍ଥିତି ବଦଲୁଛି। ତେଣୁ ଅସ୍ତ୍ର ଛାଡି ଲୋକଙ୍କ ପାଖକୁ ଯିବାକୁ ପଡିବ। ସମ୍ବିଧାନ ଅନୁସାରେ କାମ କରିବାକୁ ହେବ,ଏହା ଏକମାତ୍ର ବିକଳ୍ପ।ଏହାକୁ ଅଣଦେଖାନକରି ଅସ୍ତ୍ର ଛାଡି ଜନତାଙ୍କ ପାଖକୁ ଆସନ୍ତୁ। ଦେଢ ମାସ ତଳେ ଗଡଚିରୋଲିରେ ଆତ୍ମସମର୍ପଣ କରିଥିଲେ ଭୁପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking