25.1 C
Bhubaneswar
Monday, December 8, 2025
Homeଓଡିଶାଭଟ୍ଟାରିକା ମନ୍ଦିର ବେଢାକୁ ଲାଗିଲା ବନ୍ୟାଜଳ

ଭଟ୍ଟାରିକା ମନ୍ଦିର ବେଢାକୁ ଲାଗିଲା ବନ୍ୟାଜଳ

ନରସିଂହପୁର: ବଡମ୍ବା ମା’ ଭଟ୍ଟାରିକା ବେଢାକୁ ଲାଗିଲା ବନ୍ୟାଜଳ । ମହାନଦୀର ପ୍ରଥମ ବନ୍ୟା ପାଣି ମନ୍ଦିର ବେଢ଼ାକୁ ଲାଗିଲା । ବ୍ୟାନର୍ ଲଗାଇ ସତର୍କ କଲା ଦେବତ୍ତୋର ବିଭାଗ। ମନ୍ଦିର ଅଞ୍ଚଳକୁ ନଆସିବାକୁ ଲୋକଙ୍କୁ କରାଗଲା ସତର୍କ। ବନ୍ୟାପାଣି ଡେଇଁବା ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking