ଭୁବନେଶ୍ୱର : ଆସିଲା ଚଳିତ ବନ୍ୟାର କ୍ଷୟକ୍ଷତି ରିପୋର୍ଟ । ବର୍ଷା ଓ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ । ବର୍ଷା ଓ ବନ୍ୟାରେ ୨୪ ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ୧୦ ଟି ଜିଲ୍ଲାର ଚାଷୀ ସୁବଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଜହଗତସିଂହପୁର , କେନ୍ଦ୍ରାପଡା ଓ ପୁରୀର ସର୍ବାଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । କେବଳ ଜଗତସିଂହପୁରରେ ୨୪୨୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି ।
ଚଳିତ ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗତକାଲି କୃଷିମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ।
ଆସନ୍ତା ଗୁରୁବାର ନୂଆଁଖାଇ, ନୂଆ ଧାନ ସହ ନୂଆ ପତ୍ର ସଂଗ୍ରହ କରୁଛନ୍ତି ଲୋକେ