14.1 C
Bhubaneswar
Tuesday, January 13, 2026
Homeଓଡିଶାଗୁଣିଗାରେଡି ସନ୍ଦେହରେ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା

ଗୁଣିଗାରେଡି ସନ୍ଦେହରେ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା

ବିହାର: ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ରବିବାର ବିଳମ୍ବିତ ରାତିରେ ମୁଫାସିଲ ଥାନା ଅଞ୍ଚଳର ରାଜିଗଞ୍ଜ ପଞ୍ଚାୟତର ଟେଟଗାମା ୱାର୍ଡରେ ଘଟିଥିଲା, ଯେତେବେଳେ ଅଧିକାଂଶ ଲୋକ ଶୋଇଥିଲେ। ଗାଁ ଲୋକେ ସନ୍ଦେହ କରୁଥିଲେ ଯେ ବାବୁଲାଲ ଓରାଓଁଙ୍କ ପତ୍ନୀ ସୀତା ଦେବୀ ଜଣେ ଗୁଣି।

ଏସ୍ଏଚ୍ଓ ଉତ୍ତମ କୁମାର କହିଛନ୍ତି ଯେ ଚାରି ଜଣଙ୍କୁ ହତ୍ୟା କରିବା ପରେ ମୃତଦେହଗୁଡ଼ିକୁ ଲୁଚାଇ ରଖାଯାଇଛି। ମୃତଦେହଗୁଡ଼ିକୁ ଖୋଜା ଚାଲିଛି। ଘଟଣାସ୍ଥଳକୁ ଫୋରେନସିକ୍ ଦଳ ଏବଂ ଡଗ୍ ସ୍କ୍ବାଡ୍ ଡକାଯାଇଛି। ଏସ୍ପି ସ୍ୱିଟି ସହରାୱତ ଘଟଣାସ୍ଥଳରେ କ୍ୟାମ୍ପିଂ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking