20.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଘର ଭିତରେ ୫ ଝୁଲନ୍ତା ମୃତଦେହ ଉଦ୍ଧାର

ଘର ଭିତରେ ୫ ଝୁଲନ୍ତା ମୃତଦେହ ଉଦ୍ଧାର

ମଧ୍ୟପ୍ରଦେଶ: ଘର ଭିତରୁ ୫ ମୃତଦେହ ଉଦ୍ଧାର। ମଧ୍ୟପ୍ରଦେଶ ଅଲିରାଜପୁର ଜିଲ୍ଲା ରାଉଡି ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ଘର ଭିତରୁ ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ପୁଲିସ୍ ଦମ୍ପତ୍ତିଙ୍କ ସହ ୩ ଶିଶୁଙ୍କର ମୃତଦେହ ଉଦ୍ଧାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ସଠିକ୍ ଭାବେ ଜଣାପଡିନାହିଁ। ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

ଗର୍ଭବତୀ ସ୍ତ୍ରୀକୁ ଆଶ୍ରୟ ଦେବାରୁ ଶ୍ୱଶୁର ଜୀବନ ନେଲା ଜ୍ୱାଇଁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking