33.1 C
Bhubaneswar
Sunday, May 4, 2025
Homeଦେଶ ବିଦେଶପୁଣି ଏଲଓସିରେ ଗୁଳିବର୍ଷା

ପୁଣି ଏଲଓସିରେ ଗୁଳିବର୍ଷା

ନୂଆଦିଲ୍ଲୀ: ଏଲଓସିରେ ପୁଣି ଅସ୍ତ୍ରବିରତି  ଉଲ୍ଲଙ୍ଘନ କରିଛି ପାକିସ୍ତାନ ।  ସାରା ରାତି  ପାକିସ୍ତାନ  ଆଉଟପୋଷ୍ଟରୁ ଗୁଳିବର୍ଷା  ହୋଇଛି ।  ଏହାର କଡା  ଜବାବ ଦେଇଛି  ଭାରତୀୟ ସେନା  । ଭାରତ ପାକିସ୍ତାନ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ  ପାକିସ୍ତାନ ଅସ୍ତ୍ରବିରତି  ଉଲ୍ଲଙ୍ଘନ କରି ସାରା  ରାତି ଗୁଳି ଚଳାଇଛି ।  ଏହାର ଜବାବ  ଦେଇଛି ଭାରତୀୟ ସେନା  । ଏବେ  ସରିବ ଆତଙ୍କୀଙ୍କ ଖେଳ ।  ମାଟିରେ ମିଶୁଛି  ଆତଙ୍କବାଦୀଙ୍କ ଘର ।  ଆଉ ୩ ଆତଙ୍କବାଦୀଙ୍କ ଘରକୁ  ବିସ୍ଫୋରଣରେ  ଉଡାଇ ଦିଆଯାଇଛି ।  ଘାଟିରେ ସକ୍ରିୟ ଦୁଇ  ଆତଙ୍କବାଦୀଙ୍କ ଘରକୁ ବି ସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟୀରେ ସକ୍ରିୟ ଦୁଇ ଆତଙ୍କବାଦୀଙ୍କ ଘରକୁ ବିସ୍ଫେରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ ଓ ଜାକିରର ଘରକୁ ମାଟିରେ ମିଶାଇ ଦିଆଯାଇଛି ।ଗତକାଲି ଭାରତୀୟ ସେନା ଦୁଇ ଆତଙ୍କବାଦୀଙ୍କ ଘର ଉଡାଇ ଦେଇଥିବା ବେଳେ ଏବେ ଆଉ ୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସେନା । ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ କରାଯାଉଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଚଳାଇଛି ଭାରତୀୟ ସେନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking