27.1 C
Bhubaneswar
Saturday, October 19, 2024
Homeଓଡିଶାସର୍ଟସିର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୧୨ ବଖରା ଘର

ସର୍ଟସିର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୧୨ ବଖରା ଘର

ଜଗତସିଂହପୁର: ୨ ପରିବାରର ୧୨ ବଖରା ଘର ଜଳିଯାଇଥିବା ସୂଚନା ମିଳିଛି। ତିର୍ତ୍ତୋଲ ଥାନା କଣ୍ଟାପଡ଼ା ଗାଁରେ ସର୍ଟସିର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking