28.1 C
Bhubaneswar
Sunday, June 30, 2024
Homeଓଡିଶାଖଲ୍ଲିକୋଟ ମେଡିକାଲରେ ନିଆଁ

ଖଲ୍ଲିକୋଟ ମେଡିକାଲରେ ନିଆଁ

ଗଞ୍ଜାମ : ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଆଁ ।ମେଡିକାଲର ଉପର ମହଲା ସିଡିରେ ଲାଗିଛି ନିଆଁ । ନିଆଁ ଲାଗିବା ଦେଖି ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଗଲା । ସର୍ଟସର୍କିଟ୍ ଯୋଗୁଁ ନିଆ ଲାଗିଥିବା ସୂଚନା । ଓଭର ଲୋଡିଂ ପାଇଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି।

କୋରାପୁଟରେ ଅଜଣା ରୋଗ ଆକ୍ରାନ୍ତ ; ପୁଣି ଗଲା ୨ ନିରୀହ ଶିଶୁଙ୍କ ଜୀବନ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking