26.1 C
Bhubaneswar
Tuesday, October 22, 2024
Homeଓଡିଶାପୁରୀ ଷ୍ଟେସନର କୋଚିଂ ଡିପୋରେ ନିଆଁ

ପୁରୀ ଷ୍ଟେସନର କୋଚିଂ ଡିପୋରେ ନିଆଁ

ପୁରୀ :ପୁରୀ ଷ୍ଟେସନରେ ଅଗ୍ନିକାଣ୍ଡ। ରିପେୟାର ଲାଇନରେ ଥିବା ଏକ କୋଚ୍ ରେ ଅଗ୍ନିକାଣ୍ଡ ଘଟିଛି । ମରାମତି ପାଇଁ ଷ୍ଟେସନରେ ରଖାଯାଇଥିଲା ଏସି କୋଚ୍ । ହୁତୁହୁତୁ ହୋଇ ଜଳିଗଲା କୋଚ୍ । ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ପାଇଁ ଆଜି ଷ୍ଟେସନକୁ ଆସିଥିଲା କୋଚ୍ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ପରଲୋକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking