32.1 C
Bhubaneswar
Saturday, October 19, 2024
Homeଓଡିଶାଜାଲ୍ ସାର୍ଟିଫିକେଟ୍ରେ ନାମଲେଖା: ଥାନାରେ ଏତଲା, ୮ ଛାତ୍ରଛାତ୍ରୀ ଚିହ୍ନଟ

ଜାଲ୍ ସାର୍ଟିଫିକେଟ୍ରେ ନାମଲେଖା: ଥାନାରେ ଏତଲା, ୮ ଛାତ୍ରଛାତ୍ରୀ ଚିହ୍ନଟ

ଭୁବନେଶ୍ଵର: ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ବିଜେବି ଅଟୋନୋମସ୍ କଲେଜରେ ନାମ ଲେଖିବା ୮ ଛାତ୍ରଛାତ୍ରୀଙ୍କୁ ମହଙ୍ଗା ପଡ଼ିଛି । ତିନି ବର୍ଷର ତଥ୍ୟ ଯାଞ୍ଚ୍ କରିବା ପରେ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇବା ପରେ କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଘଟଣା ସମ୍ପର୍କରେ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି। ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା ଲଗାଇଛି। ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ଦିବ୍ୟାଙ୍ଗ ସାର୍ଟିଫିକେଟ୍ କେମିତି ହାତେଇଲେ ତାହାର ତଦନ୍ତ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking