25.1 C
Bhubaneswar
Monday, December 8, 2025
Homeଓଡିଶାଛାତ୍ରଙ୍କ ଆଖିରେ ଫେବିକ୍ଵିକ: ୭ ଅସୁସ୍ଥ

ଛାତ୍ରଙ୍କ ଆଖିରେ ଫେବିକ୍ଵିକ: ୭ ଅସୁସ୍ଥ

କନ୍ଧମାଳ: ୮ ଛାତ୍ରଙ୍କ ଆଖିରେ ଫେବିକ୍ଵିକ୍ ପକାଇଲେ ସହପାଠୀ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୋଲଗୁଡ଼ା ପଞ୍ଚାୟତ ସୋଲଗୁଡ଼ା ସେବାଶ୍ରମ ସ୍କୁଲର ଘଟଣା। ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ୮ ଛାତ୍ରଙ୍କ ଆଖିରେ ଫେବିକ୍ଵିକ୍ ପକାଇଲେ ସହପାଠୀ ଛାତ୍ର। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ ଗୋଛପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜଣେ ସୁସ୍ଥ ଥିବା ବେଳେ ୭ ଜଣଙ୍କୁ ଫୁଲବାଣୀ ମେଡିକାଲକୁ ପଠାଯାଇଛି । ଗତକାଲି ରାତିରେ ସମସ୍ତେ ଖାଇସାରି ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking