24.1 C
Bhubaneswar
Friday, February 13, 2026
Homeଓଡିଶାବାପ-ପୁଅ ଝଗଡା : ମାଡ ଖାଇଲେ ପୋଲିସ

ବାପ-ପୁଅ ଝଗଡା : ମାଡ ଖାଇଲେ ପୋଲିସ

ଯାଜପୁର : ବାପା ପୁଅଙ୍କ ଝଗଡା ତୁଟାଇବାକୁ ଯାଇ ମାଡ ଖାଇଲେ ପୋଲିିସ । ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲସକୁ ଆକ୍ରମଣ । ପାରବାରିକ କଳହକୁ ନେଇ ୧୧୨କୁ କଲ୍ କରିଥିଲେ ବାପା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣ କରଥିଲା ପୁଅ । ୨ ପୋଲିସ କର୍ମଚାରୀ ଆହତ, ଅଭିଯୁକ୍ତ ଫେରାର୍ ।

ସୁପରିଣ୍ଟେଣ୍ଡେଣ୍ଟଙ୍କ ଘଣ୍ଟା ସଉକ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking