ଭୁବନେଶ୍ୱର : ଭଜିିଲାନ୍ସ ଜାଲରେ କେନ୍ଦ୍ୁଝର ଜିଲ୍ଲା ମୁଖ୍ୟ କାରାଗାର ଅଧୀକ୍ଷକ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । କେନ୍ଦୁଝର, ଭୁବନେଶ୍ୱର ସମେତ ୭ଟି ସ୍ଥାନରେ ଏକକାଳୀନ ରେଡ୍ । ଭୁବନେଶ୍ୱର ଲସାଗରରେ ୨ଟି ଘର,ଝାରପଡା,ଖଣ୍ଡଗିରିରେ ରେଡ୍ । ୫ରୁ ଅଧିକ ଦାମୀ ଘଣ୍ଟା, ୪ଟି ପାସପୋର୍ଟ, ଏକାଧିକ ଘରର ଦସ୍ତାବଜ୍ ଠାବ । ବଭିନ୍ନ ବ୍ୟାଙ୍କର ପାସ୍ବୁକ ଓ … Continue reading ସୁପରିଣ୍ଟେଣ୍ଡେଣ୍ଟଙ୍କ ଘଣ୍ଟା ସଉକ
Copy and paste this URL into your WordPress site to embed
Copy and paste this code into your site to embed