28.1 C
Bhubaneswar
Sunday, April 13, 2025
Homeଓଡିଶାପୁଅର ଶାବଳ ମାଡରେ ବାପା ମୃତ

ପୁଅର ଶାବଳ ମାଡରେ ବାପା ମୃତ

ସମ୍ବଲପୁର: ପୁଅର ଶାବଳ ମାଡରେ ବାପା ମୃତ, ମାଆ ଗୁରୁତର । ଗୁରୁତର ଅବସ୍ଥାରେ ମାଆ ସଦର ହସ୍ପିଟାଲରେ ଭର୍ତ୍ତି । ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡାରେ ଅଭାବନୀୟ ଘଟଣା । ପୁଅ ମାନଷିକ ବିକୃତ ହୋଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking