17.1 C
Bhubaneswar
Tuesday, December 9, 2025
Homeଓଡିଶାଗାଡ଼ି ଧକ୍କାରେ ବାପପୁଅ ମୃତ

ଗାଡ଼ି ଧକ୍କାରେ ବାପପୁଅ ମୃତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ଘଟିଛି ଏକ ବଡ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ବାପାପୁଅ ମୃତ୍ୟୁବରଣ କରିଛନ୍ତି । ସିନ୍ଧେକେଲା ଥାନା ଜାମଖୁଣ୍ଟା ଗାଁ ପାଖରେ ଘଟିଛି ଏହି ମର୍ମାନ୍ତୁଦ ଦୁର୍ଘଟଣା । କାମ ସାରି ବାପାପୁଅ ବାଇକ୍‌ରେ ଫେରିବା ସମୟରେ ବାଟରେ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ମୃତ ବାପାପୁଅ ପାଖ ନୂଆପଡା ଜିଲ୍ଲାର ହୋଇଥିବା ନେଇ ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking