27.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୭ ମୃତ, ୩ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୭ ମୃତ, ୩ ଗୁରୁତର

ଇନ୍ଦୋର : ମଧ୍ୟ ପ୍ରଦେଶରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦମୋହ କଟନୀ ରାଜ୍ୟ ରାଜପଥ ସମନ୍ନା ଗାଁ ନିକଟରେ ଏକ ଟ୍ରକ୍ ଏବଂ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଅଛନ୍ତି । ଟ୍ରକଟି ଅଟୋକୁ ସମ୍ପୂର୍ଣ୍ଣ ଦଳି ଦେଇଛି । ସମସ୍ତ ଗୁରୁତର ଏବଂ ମୃତକଙ୍କୁ ଜବଲପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସ୍ଥାଳକୁ ପୁଲିସ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ତଦନ୍ତ କରୁଥିବା ଜିଲ୍ଲାପାଳ ସୁଧୀର କୁମାର କୋଚର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking