19.1 C
Bhubaneswar
Thursday, February 12, 2026
Homeଓଡିଶାସାର ପାଇଁ ଚାଷୀଙ୍କ ପ୍ରବଳ ଗହଳି

ସାର ପାଇଁ ଚାଷୀଙ୍କ ପ୍ରବଳ ଗହଳି

କୋରାପୁଟ: ସାର ପାଇଁ ଚାଷୀଙ୍କ ପ୍ରବଳ ଗହଳି ।  କୋରାପୁଟ ନାରାୟଣପାଟଣା ବ୍ଲକରେ ଥିବା ଲାମ୍ପ୍ସ୍ ସମ୍ମୁଖରେ ସାର ପାଇଁ ପ୍ରବଳ ଭିଡ଼ ଜମାଇଥିଲେ ଚାଷୀ । ଗତକାଲି ଲାମ୍ପସକୁ ୧୨୦୦ ବସ୍ତା ସାର ଚାଷୀଙ୍କ ପାଇଁ ପହଞ୍ଚିଥିଲା । ସାର ଆସିଥିବା ଖବର ଜାଣିବା ପରେ ପ୍ରାୟ ତିନି ହଜାରରୁ ଅଧିକ ଚାଷୀ ଲାମ୍ପ୍ସ ସମ୍ମୁଖରେ ସାର ନେବା ପାଇଁ ଗହଳି ଜମାଇଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ନାରାୟଣପାଟଣା ଲାମ୍ପସ୍ ପାଖରେ ପୁଲିସ ମୁତୟନ କରାଯାଇଛି । ଆବଶ୍ୟକ ପରିମାଣର ସାର ଲାମ୍ପସରେ ଆସିନଥିବା କାରଣରୁ ଚାଷୀମାନେ ସାର ପାଇଁଗହଳି କରିଛନ୍ତି । ବୌଦ୍ଧରେ ବି ସାର ପାଇଁ ଚାଷୀଙ୍କୁ ରାତି ଅନିଦ୍ରା ହେବାକୁ ପଡ଼ିଛି । ପ୍ୟାକ୍ସ ଆଗରେ ମଧ୍ୟ ରାତ୍ରିରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking