27.1 C
Bhubaneswar
Sunday, September 8, 2024
Homeଓଡିଶାଫେକ୍ ସିମ୍‌: ଲାଗିବ ଦେଶଦ୍ରୋହ ଦଫା

ଫେକ୍ ସିମ୍‌: ଲାଗିବ ଦେଶଦ୍ରୋହ ଦଫା

ନୂଆଦିଲ୍ଲୀ: ଓଡିଶା ସିମ୍‌କାର୍ଡ ପାକିସ୍ତାନରେ ଅପରେଟ୍ ମାମଲା । ମାଷ୍ଟରମାଇଣ୍ଡ ପଠାଣୀ ଲେଙ୍କାଙ୍କ ବିରୋଧରେ ଲାଗିବ ଦେଶଦ୍ରୋହ ଦଫା । ପାକିସ୍ତାନ ଏଜେଣ୍ଟଙ୍କ ସହ ସମ୍ପର୍କ ଥିବା ସୂଚନା ପରେ ଲାଗିବ ଦଫା । କେବେଠାରୁ ଲିଙ୍କ୍‌ରେ ଥିଲା ସେନେଇ ଚାଲିଛି ଖୋଳତାଡ । କାଲିଠୁ ରିମାଣ୍ଡରେ ଆଣି ପଚାରାଉଚାର କରିବ ଏସ୍‌ଟିଏଫ୍ ।

ଆସନ୍ତା କାଲିଠାରୁ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବାଦରେ ଖୋଳତାଡ କରିବ ଏସଟିଏଫ୍ । ସୂଚନା ମୁତାବକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଓ ପଶ୍ଚିିମବଙ୍ଗରେ ଥିବା ଆଇଏସଆଇ   ଏଜେଣ୍ଟଙ୍କ ସମ୍ପର୍କରେ ଥିଲା ପଠାଣୀ ସାମନ୍ତ । ତେବେ ଅତଙ୍କବାଦୀଙ୍କ ସହ ଲିଙ୍କ ରଖିବାକୁ କେଉ ଁକେଉଁ ଅଞ୍ଚଳରୁ ସିମକାର୍ଡ କିଣାହୋଇଥିଲା ସେ ନେଇ ତଦନ୍ତ ଚାଲିଛି । ପୂର୍ବରୁ ପଠାଣୀଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡି ଥାନାରେ ଅଭିଯୋଗ ରହିଛି ।

ପ୍ରେମ ନେଲା ପ୍ରେମିକର ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking