28.1 C
Bhubaneswar
Saturday, September 21, 2024
Homeଓଡିଶାନକଲି ମହିଳା ଡାକ୍ତର ଅଟକ

ନକଲି ମହିଳା ଡାକ୍ତର ଅଟକ

ବାଲେଶ୍ୱର: ନକଲି ମହିଳା ଡାକ୍ତରଙ୍କୁ ଅଟକ ରଖିଲା ପୋଲିସ । ଫକିରମୋହନ ମେଡିକାଲ କଲେଜରେ ନକଲି ମହିଳା ଡାକ୍ତର ଅଟକ ରହିଥିବା ସୂଚନା । ନକଲି ମହିଳା ଡାକ୍ତରଙ୍କୁ ଅଟକ ରଖବଲା ମେଡିକାଲ ଫାଣ୍ଡି ପୋଲିସ । ଟିକେଟ କାଉଣ୍ଟରରୁ ଟିକେଟ ଆଣି ପ୍ରେସକ୍ରିପସନ ଲେଖୁଥିଲେ ମହିଳା । ମେଡିକାଲ କର୍ମଚାରୀ ସନ୍ଦେହରେ ପଚାରିବାରୁ ବଚସା କରିଥିଲେ ।

ଦୁର୍ଘଟଣା ପରେ ଉତ୍ତେଜନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking