ଭୁବନେଶ୍ୱର: ବାଲେଶ୍ୱର ମେଡିକାଲ କଲେଜରେ ଧରାପଡ଼ିଲେ ନକଲି ଡାକ୍ତର । ନକଊି ଡାକ୍ତରଙ୍କୁ ଅଟକ ରଖିଲା ଟାଉନ୍ ଥାନା ପୋଲିସ । ମେଡିସିନ୍ ୱାର୍ଡରେ ରୋଗୀ ଦେଖୁଥିବା ବେଳେ ସନ୍ଦେହ ହେଲା । ହସ୍ପିଟାଲ ଷ୍ଟାଫଙ୍କ ସନ୍ଦେହ ପରେ ସିକ୍ୟୁରିଟି ଗାର୍ଡ଼ଙ୍କ ସହ ଯୁକ୍ତିତର୍କ । ଘଟଣାସ୍ଥଳରେ ପହଂଚି ନକଲି ଡାକ୍ତରଙ୍କୁ ଅଟକ ରଖିଲା ପୋଲିସ ।
ବିଶ୍ବକପ୍ ରେକର୍ଡ: ୩୨ତମ ୱିକେଟ୍ ନେଇ ଅନୀଲ କୁମ୍ବଲେଙ୍କୁ ଅତିକ୍ରମ କଲେ ମହମ୍ମଦ ସାମି