28.1 C
Bhubaneswar
Monday, November 18, 2024
Homeକରୋନା୮ ରାଜ୍ୟକୁ କେନ୍ଦ୍ରର ପରାମର୍ଶ, ଟେଷ୍ଟିଂ, ଟିକାକରଣକୁ ବ୍ୟାପକ କର

୮ ରାଜ୍ୟକୁ କେନ୍ଦ୍ରର ପରାମର୍ଶ, ଟେଷ୍ଟିଂ, ଟିକାକରଣକୁ ବ୍ୟାପକ କର

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‌ର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ୮ଟି ପ୍ରଭାବିତ ରାଜ୍ୟକୁ ପରାମର୍ଶ ଦିଆଯାଇଛି । ଏହି ରାଜ୍ୟଗୁଡିକ ହେଲା ଦିଲ୍ଲୀ, ହରିୟାଣା, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ । ଦୈନିକ ସଂକ୍ରମଣ ରୋକିବାକୁ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ କାର୍ଯ୍ୟକୁ ବ୍ୟାପକ କରିବା ସହ ଡାକ୍ତରଖାନା ଭିତ୍ତିଭୂମି (ପର୍ଯ୍ୟାପ୍ତ ଆଇସିୟୁ ଶଯ୍ୟା, ଅମ୍ଳଜାନ, ଭେଣ୍ଟିଲେଟର ବ୍ୟବସ୍ଥା) ସୁଦୃଢ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗୁରୁବାର ଦେଶରେ ଦୈନିକ ସଂକ୍ରମଣ ୧୩ ହଜାର ଅତିକ୍ରମ କରିଥିବାବେଳେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking