27.1 C
Bhubaneswar
Friday, September 27, 2024
Homeଓଡିଶାଓଏଏସ୍‌ ସ୍ତରରେ ଅଦଳବଦଳ ; ଅନାମ ପାତ୍ର ସିଏମ୍‌ସି କମିଶନର

ଓଏଏସ୍‌ ସ୍ତରରେ ଅଦଳବଦଳ ; ଅନାମ ପାତ୍ର ସିଏମ୍‌ସି କମିଶନର

ଭୁବନେଶ୍ୱର : ଓଏଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ଅନାମ ଚରଣ ମିଶ୍ର ହେଲେ କଟକ ମହାନଗର ନିଗମ କମିଶନର । କଳ୍ପତରୁ ବେହେରା ହେଲେ କଟକ ମହାନଗର ମିଗମ ଅତିରିକ୍ତ କମିଶନର । ପ୍ରଦୀପ କୁମାର ରାଉତ ହେଲେ ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ । ଅଶୋକ କୁମାର ଗଡତିଆ ହେଲେ ଅତିରିକ୍ତ ଅବକାରୀ କମିଶନର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking