27.1 C
Bhubaneswar
Friday, September 20, 2024
Homeଓଡିଶାସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଅଦଳବଦଳ

ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଆଜି ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ନିଗମାନନ୍ଦ ପଣ୍ଡାଙ୍କୁ ଛତ୍ରପୁରରୁ ଚକିଟିକୁ ବଦଳୀ କରାଯାଇଛି । ସେହିପରି କୁଷୁମ କୁମାରୀ ପାଢ଼ୀଙ୍କୁ ଚକିଟିରୁ ରଙ୍ଗେଇଲୁଣ୍ଡା, ସୀମାଞ୍ଚଳ ପଣ୍ଡାଙ୍କୁ ରଙ୍ଗେଇଲୁଣ୍ଡାରୁ ଚକିଟି, ନିଲପୁ ବିମଲଙ୍କୁ ନୂଆଗଡ଼ରୁ ଗୋଷାଣୀ, ସିବାଜୀ କଅଁରଙ୍କୁ ଗୋଷାଣୀରୁ ଫିରିଙ୍ଗିଆକୁ ବଦଳୀ କରାଯାଇଛି।

ସେହିପରି ଧନେଶ୍ୱର କଅଁରଙ୍କୁ ରାୟଗଡ଼ାରୁ ଫୁଲବାଣୀ, ରତ୍ନାକର ମହନ୍ତଙ୍କୁ ରାଇରଙ୍ଗପୁରରୁ ସାହାରାପଡ଼ା, ହେମ ମାଝୀଙ୍କୁ ସାରପଡ଼ାରୁ ରାଇରଙ୍ଗପୁର, ନୃସିଂହ ଚରଣ ମହାନ୍ତିଙ୍କୁ ନିଶ୍ଚିନ୍ତିକୋଇଲରୁ ଦଶରଥପୁର, ତପନ କୁମାର ଦ୍ୱିବେଦୀଙ୍କୁ ଦଶରଥପୁରରୁ ନିଆଳି, ବଲରାମ ପତିଙ୍କୁ ଦଶରଥପୁରରୁ ଦାନଗଦି, ଅଜିତ୍ କୁମାର ଜେନାଙ୍କୁ ଓଡ଼ପଡ଼ାରୁ ଦଶରଥପୁର, ଶାନ୍ତିଲତା ରାଉତଙ୍କୁ ରସୁଲପୁରରୁ ବନ୍ତକୁ ବଦଳୀ କରାଯାଇଛି ।

ସେହିପରି ମିହିର କୁମାର ଦାସଙ୍କୁ ବିଶୋଇରୁ ନିଳଗିରୀ, ପ୍ରଭା ରଞ୍ଜନ ପତିଙ୍କୁ ଯାଜପୁରରୁ ରସୁଲପୁର, ସୁରେନ୍ଦ୍ର କୁମାର ସାହୁଙ୍କୁ ଆଳିରୁ ବରୀକୁ ବଦଳୀ କରାଯାଇଛି । ସେହିପରି ପବିତ୍ର କୁମାର ରଥଙ୍କୁ ଭେଡେନ୍‌ରୁ ବୌଦ୍ଧ, ବିଜୟଲକ୍ଷ୍ମୀ ନାୟକଙ୍କୁ ବନ୍ତରୁ ଭଦ୍ରକ, ଅନିତା ମିଶ୍ରଙ୍କୁ ଚାନ୍ଦବାଲୀରୁ ବାସୁଦେବପୁରକୁ ବଦଳୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking