ଭୁବନେଶ୍ୱର: ଆଜି ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ …
୧. ମୋନାଲିସା ଲେଙ୍କା- ଉପନିର୍ଦ୍ଦେଶକ, ଗୋପବନ୍ଧୁ ଏକାଡେମୀ
୨. ପ୍ରଫୁଲ୍ଲ କୁମାର ସ୍ୱାଇଁ- ଅତିରିକ୍ତ ସଚିବ, ଖଣି ଓ ଇସ୍ପାତ
୩. ଶଶାଙ୍କ ଶେଖର ଦାସ- ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
୪. ଧର୍ମେନ୍ଦ୍ର ମଲ୍ଲିକ- ଜି.ଏମ, ଓଟିଡିସି
୫. ଧରିତ୍ରୀ ମିଶ୍ର- ଜି.ଏମ, ଓଏସଏଏମ
୬. ଶିବ ନାରାୟଣ ସାହୁ- ସ୍ୱତନ୍ତ୍ର ସଚିବ, ପିଏ ବିଭାଗ
୭. ସୋଜାତା ମିଶ୍ର – ସ୍ୱତନ୍ତ୍ର ସଚିବ, ଉଚ୍ଚଶିକ୍ଷା ବିଭାଗ
୮. ମମତା ରାଣୀ ନାୟକ- ଯୁଗ୍ମ ସଚିବ, ଏଚ ଏଣ୍ଡ ୟୁଡି ବିଭାଗ
୯. ଚିନ୍ମୟ କୁମାର ଆଚାର୍ଯ୍ୟ- ରାଜ୍ୟ ମେଡିକାଲ କର୍ପୋରେସନର ଜିଏମ, ଭୁବନେଶ୍ୱର
୧୦. ସଞ୍ଜୟ କୁମାର ପ୍ରତିହରି- ଇଡକୋର ଲ୍ୟାଣ୍ଡ ଅଫିସର
୧୧. ଅଶୋକ କୁମାର ଦାସ- ଭୁବନେଶ୍ୱର ମହାନଗର ର ଡେପୁଟି କମିଶନର
୧୨. ଦୁର୍ଗେଶ ନନ୍ଦିନୀ ସାହୁ- ଅତିରିକ୍ତ ସଚିବ, ପିଏ ବିଭାଗ










