29.1 C
Bhubaneswar
Saturday, September 21, 2024
Homeଓଡିଶାନବୀନ ଓଡିଶା ପାଇଁ ବଦଳିଲା ପରୀକ୍ଷା ସମୟ

ନବୀନ ଓଡିଶା ପାଇଁ ବଦଳିଲା ପରୀକ୍ଷା ସମୟ

ସମ୍ବଲପୁର: ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଲା ପରୀକ୍ଷା ସମୟ । ଆମ ଓଡିଶା ନବୀନ ଓଡିଶା ପାଇଁ ବଦଳିଲା ପରୀକ୍ଷା ସମୟ । ସ୍କୁଲ ପରିସରରେ କାର୍ଯ୍ୟକ୍ରମ ଆୟୋଜନ ଯୋଗୁଁ ବଦଳିଲା ସମୟ । ମାନେଶ୍ୱର ମାଳତୀଗୁଣ୍ଡେରପୁର ସ୍କୁଲ ଷାଣ୍ମାସିକ ପରୀକ୍ଷା ସମୟ ବଦଳିଲା । ପୂର୍ବରୁ ୧୦ଟା ୩୦ରୁ ଦିନ ୧ଟା ଯାଏଁ ପରୀକ୍ଷା ହେବାର ଥିଲା । କିନ୍ତୁ ୭ଟାରୁ ଆରମ୍ଭ କରି ୯ଟା ୩୦ ମଧ୍ୟରେ ସାରିଦେଲେ ପରୀକ୍ଷା ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking