27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ:ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ହେବ ହୋଇଭୋଲ୍ଟେଜ ମୁକାବିଲା । ଏହି ମ୍ୟାଚରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭାରତ ଏକ ବଡ ସ୍କୋର କରିବା ଲକ୍ଷ୍ୟରେ ରହିବ । କାରଣ ଆଜିର ମ୍ୟାଚ ଜିତି ଭାରତ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ରହିଛି । ଭାରତ ବିଶ୍ୱକପରେ ଏବେ ଯାଏଁ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନଥିବା ବେଳେ ଇଂଲଣ୍ଡ ୫ଟି ମ୍ୟାଚରେ ପରାଜିତ ଓ ଗୋଟିଏ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking