28.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଜାମ୍ମୁ କାଶ୍ମୀର କୁପଓ୍ୱାଡ଼ାରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଜାମ୍ମୁ କାଶ୍ମୀର କୁପଓ୍ୱାଡ଼ାରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁପଓ୍ବାଡାରେ ୪ ଆତଙ୍କବାଦୀ ନିପାତ । ପାକ୍ ସୀମା ଦେଇ ଅନୁପ୍ରବେଶ ଉଦ୍ୟମ ବେଳେ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । କୁପୱାଡ଼ା ମଚ୍ଛଲ କାଲା ଜଙ୍ଗଲରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ଜଣାପଡ଼ିବା ପରେ ଜମ୍ମୁ-କାଶ୍ମୀର ପୋଲିସ ଓ ଯବାନଙ୍କ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ମିଳିତ ଅପରେସନ ବେଳେ ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ଏବେ ବି ସେନା ପକ୍ଷରୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ଓଡିଶାକୁ ନେତା ନା ଅଫିସର ଚଳାଉଛନ୍ତି? : ନଡ୍ଡା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking