26.1 C
Bhubaneswar
Thursday, March 26, 2026
Homeଓଡିଶାଚାକିରି ଦେବା ନାଁରେ ଠକେଇ; ଶିକ୍ଷୟିତ୍ରୀ ଗିରଫ, ସ୍ଵାମୀ ଫେରାର୍‌

ଚାକିରି ଦେବା ନାଁରେ ଠକେଇ; ଶିକ୍ଷୟିତ୍ରୀ ଗିରଫ, ସ୍ଵାମୀ ଫେରାର୍‌

କେନ୍ଦୁଝର : ଚାକିରି ଦେବା ନାଁରେ ଠକେଇ, ଶିକ୍ଷୟିତ୍ରୀ ଗିରଫ। ଆନନ୍ଦପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚାକିରି ଦେବା ନାଁରେ ଜଣେ ଶିକ୍ଷୟିତ୍ରୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଜଣକ ଜଣେ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ସୂଚନା ମିଳିଛି। ଘଟଣାରେ ଶିକ୍ଷୟିତ୍ରୀ ଅନୁସୟା ବାରିକଙ୍କୁ ଘଷିପୁରା ପୁଲିସ୍ ଗିରଫ କରିଥିବାବେଳେ ତାଙ୍କ ସ୍ଵାମୀ ଫେରାର ରହିଛନ୍ତି। ଅନୁସୟା ଆନନ୍ଦପୁରର ଏକ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଥିବା ଜଣାପଡିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking