34.1 C
Bhubaneswar
Thursday, April 30, 2026
Homeଓଡିଶାଭାଗବତ ଟୁଙ୍ଗି ଅର୍ଥ ପ୍ରଦାନ ପାଇଁ ଦାବି

ଭାଗବତ ଟୁଙ୍ଗି ଅର୍ଥ ପ୍ରଦାନ ପାଇଁ ଦାବି

ଯାଜପୁର : ଭାଗବତ ଟୁଙ୍ଗି ପ୍ରତିଷ୍ଠା ପାଇଁ ଅର୍ଥ ପ୍ରଦାନ ଦାବିରେ ଜିଲପାଳଙ୍କ ନିକଟରେ ଫେରାଦ ହେଲେ ବରୀ ବ୍ଲକବାସୀ । ସରକାର ଭାଗବତ ଟୁଙ୍ଗି ପ୍ରତିଷ୍ଠା ପାଇଁ ଅନୁଦାନ ଦେଉଥିବା ବେଳେ ଯାଜପୁର ଜିଲ୍ଲା ବରୀ ବ୍ଳକ୍ ର କେତେକ ପଂଚାୟତ ରେ ଲୋକେ ଏହି ଯୋଜନାରୁ ଅର୍ଥ ପାଇବାରୁ ବଞ୍ଚିତ ହେଉଛନ୍ତି । ଗତ ୨୦୨୧ ମସିହାରୁ ପଞ୍ଜୀକରଣ ହୋଇଥିଲେ ମଧ୍ୟ ବ୍ଳକ ଅନ୍ତର୍ଗତ ରତ୍ନଗିରି, ବାଲିବିଲି, ମନ୍ଦାରୀ, ଚନ୍ଦନପୁର ଆଦି ପଂଚୟତର ୧୦ ରୁ ଉର୍ଦ୍ଧ୍ବ ଭାଗବତ ଟୁଙ୍ଗି ପାଇଁ ସ୍ଥାନୀୟ ଲୋକେ ଜିଲାପାଳ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ଏଯାଏ କୌଣସି ଅନୁଦାନ ନ ମିଳିବାରୁ ବରୀରୁ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜାଣିଛନ୍ତି । ଏଥି ସହ ଜିଲାପାଳଙ୍କ ନିକଟରେ ତୁରନ୍ତ ଅର୍ଥ ପ୍ରଦାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking