24.1 C
Bhubaneswar
Sunday, October 20, 2024
Homeଓଡିଶାଚାକିରି ନାଁରେ ଠକେଇ : ୩ ଗିରଫ

ଚାକିରି ନାଁରେ ଠକେଇ : ୩ ଗିରଫ

ଭୁବନେଶ୍ୱର : ଅନ୍ତଃ ରାଜ୍ୟ ଚାକିରି ନାଁରେ ଠକେଇ ରାକେଟର ପର୍ଦ୍ଦାଫାସ୍ । ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା କରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ । ଲ୍ୟାପଟପ୍‌, ୮ ମୋବାଇଲ,୧୨ ଏଟିଏମ୍ ସହ ୧ ଲକ୍ଷ ଟଙ୍କା ଜବତ । ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦରୁ ରାକେଟ ଅପରେଟିଂ ହେଉଥିଲା । ଓଡିଶା ସମେତ ୬ଟି ରାଜ୍ୟରେ ଚାଲିଥିଲା ଠକେଇ ରାକେଟ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking