28.9 C
Bhubaneswar
Thursday, April 9, 2026
Homeଓଡିଶାବିଦ୍ୟୁତ୍ ଆଘାତ ଲାଗି ଦାନ୍ତ ହାତୀ ମୃତ

ବିଦ୍ୟୁତ୍ ଆଘାତ ଲାଗି ଦାନ୍ତ ହାତୀ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ମାନେସ୍ବର ବ୍ଲକ୍ ବଦୁଆପାଲି ଝାଙ୍କରବାହଲିରେ ବିଦ୍ୟୁତ୍ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଖାଦ୍ୟ ଅନ୍ବେଷଣରେ ହାତୀଟି ଆସିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଗୋଟିଏ ମାସରେ ଏପର୍ୟ୍ୟନ୍ତ ଦୁଇ ହାତୀଙ୍କର ମୃତ୍ୟୁ ବିଦ୍ୟୁତ୍ ଆଘାତରେ ଘଟିଛି। ଏହା ପୂର୍ବରୁ ଜିଜୁମୋରା ବ୍ଲକ୍‌ରେ ଏକ ହାତୀର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା।

ପୋଲ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking