30.1 C
Bhubaneswar
Saturday, July 6, 2024
Homeଓଡିଶାବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

ଆଠଗଡ଼ : ଖୁଣ୍ଟୁଣୀ ରେଞ୍ଜ୍ ଗୁରୁଡି ଝାଟିଆ ବିଟ୍ ସାଉରିଆ ଜଡ଼ାବାରି ଗହିରରେ ଏକ କୋଡ଼ିଏ ବର୍ଷର ଦନ୍ତା ହାତୀ ମୃତଦେହ ଉଦ୍ଧାର ହୋଇଛି । ପାଖରେ ଥିବା ଆଖୁ କିଆରିକୁ ଆଖୁ ଖାଇବା ପାଇଁ ଆସିଥିବା ବେଳେ ଆଗରୁ ଆଖୁ କିଆରିରେ ବିଦ୍ୟୁତ ସଂଯୋଗ ରହିଥିବା ଯୋଗୁ ହାତୀର ମୃତ ହେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଖୁଣ୍ଟୁଣୀ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏସିଡ୍ ଆଟାକ୍ ପରେ ମହିଳା ଗୁରୁତର

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking